ବିଶ୍ଵ ପରିବେଶ ଦିବସ ପାଳିତ

Spread the love

ମୁଖୀଗୁଡା : ତାଳୁକ ଆଇନ ସେବା ସମିତି ଜୟପାଟଣା ତରଫରୁ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅଵସରରେ ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜଙ୍କ ଅଦାଲତ ପରିସରରେ ସିନିୟର ସିଭିଲ ଜଜ ଜିତେନ୍ଦ୍ରିୟ ପାଣିଗ୍ରାହୀ, ଆଇନଜୀବୀ ପ୍ରମୋଦ ପଣ୍ଡା, ଗଙ୍ଗାଧର ପାତ୍ର, ମୁକେଶ ପାତ୍ର, ସୌଦାମିନୀ ଦ୍ଵିବେଦୀ ପ୍ରମୁଖ ଚାରା ରୋପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓକିଲ ରଜନୀକାନ୍ତ ପଣ୍ଡା, ତପନ କିରଣ ପାଢ଼ୀ, ନିହାର ରଞ୍ଜନ ବେହେରା, ଆଶିଷ କୁମାର ପଣ୍ଡା, ବିନୟ ପଣ୍ଡା, କେଦାର ସାହୁ, ସୌମ୍ୟ ହୋତା, ମନୋରଞ୍ଜନ ସିଂ ଏବଂ କୋର୍ଟ କର୍ମଚାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *