ଗତକାଲି ୧୮  ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ

Spread the love

ଭୁବନେଶ୍ୱର : ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଥବା ବେଳେ ରାଜ୍ୟରେ  ସର୍ବୋଚ୍ଚ ତାପମାତ୍ରା  ବଲାଙ୍ଗିରରେ ୪୩.୭  ଡିଗ୍ରି ରେକର୍ଡ ହୋଇଛି । ଏହା ସହିତ ସୋନପୁରରେ ମଧ୍ୟ  ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହି ପରି ଭାବରେ ୪୩  ଡିଗ୍ରି ତାପମାତ୍ରା ଉପରେ ଥିବା ସହର ଗୁଡିକ ମଧ୍ୟରେ ଅଛିି ସମ୍ବଲପୁର ।   

ଏହା ସହିତ  ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ସହର ଗୁଡିକ ମଧ୍ୟରେ ଅଛନ୍ତି ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡା, ରାଉରକେଲା , ନୁଆପଡା ଓ ବରଗଡ ଅଛି ।   ୪୧ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ସହର ଗୁଡିକ ହେଉଛି ବାରିପଦା , ଦେଓଗଡ ଥିବାବେଲେ ୪୦ ଡିଗ୍ରୀ ଉପରେ ଥିବା ସହର ଗୁଡୁକ ହେଉଛି  ହିରାକୁଦ, ତାଳଚେର, ଟିଟିଲାଗଡ, ଭବାନିପାଟଣା, ଫୁଲବାଣି, ଅନଗୁଳ, ଓ ଭଦ୍ରକ  ଅଛନ୍ତି

Leave a Reply

Your email address will not be published. Required fields are marked *