ଅର୍ଥନୀତି

View All

ଅପରାଧ

View All

ଜାତୀୟ

View All

କ୍ରୀଡ଼ା

View All

Get In Touch

ଅନ୍ୟ ଉପରେ ଦୋଷ ଲଦି ବସିଗଲେ ହେବ ନାହିଁ : ଅମର ଶତପଥୀ

ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡି ଛାଡିବା ନେଇ ଦଳକୁ ଚେତାଇଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ପ୍ରତିକ୍ରିୟା ରଖି ସେ କହିଛନ୍ତି, ଅନ୍ୟ ଉପରେ ଦୋଷ ଲଦି ବସିଗଲେ ହେବ ନାହିଁ । କ’ଣ ପାଇଁ…

କଂଗ୍ରେସର ହାତ ଧରିଲେ ଦୁଇ କୁସ୍ତିଯୋଦ୍ଧା

କଂଗ୍ରେସର ହାତ ଧରିଲେ ଦୁଇ କୁସ୍ତିଯୋଦ୍ଧା। ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ। ହରିଆଣା ବିଧାନସଭା ନିର୍ବାଚନର ଠିକ୍ ମାସକ ପୂର୍ବରୁ ଏହି ଦୁଇ କୁସ୍ତିଯୋଦ୍ଧାଙ୍କ କଂଗ୍ରେସରେ ସାମିଲ ନେଇ ରାଜନୀତି ତେଜ୍ ହୋଇଛି। ଖରାପ ବେଳରେ ବିଜେପିକୁ ଛାଡ଼ିଦେଲେ ସବୁ…

କଥା ଦେଉଛି, ଏଣିକି ଏପଟସେପଟ ହେବିନି- ନୀତିଶ

ଦୁଇ ଥର ଭୁଲ୍ କରିଦେଲି। ମାନୁଛି। ଏବେ ଆଉ କୁଆଡ଼େ ବି ଏପଟସେପଟ ହେବିନି। ପାଟନାରେ ଆରଜେଡି ସହ ଯାଇ କେମିତି ଭୁଲ୍ କରିଥିଲି, ସେ କଥାକୁ ସ୍ମରଣ କରାଇଦେଇଛନ୍ତି ନୀତିଶ କୁମାର। ବିଜେପି ସହ ଆରମ୍ଭରୁ ଥିଲି, ରହିବି ବୋଲି…

କଂଗ୍ରେସ ଛାଡ଼ିପାରନ୍ତି ହୁଡ୍ଡା!

ହରିଆଣା ବିଧାନସଭା ନିର୍ବାଚନରେ ଆପ୍ ସହ କଂଗ୍ରେସର ସମ୍ଭାବ୍ୟ ମେଣ୍ଟକୁ ନେଇ ବଢ଼ିଲାଣି ଆଭ୍ୟନ୍ତରୀଣ କନ୍ଦଳ। କଂଗ୍ରେସ ନେତା ଭୂପେନ୍ଦ୍ର ହୁଡ୍ଡା ହାଇକମାଣ୍ଡଙ୍କ ବିରୁଦ୍ଧରେ ବିଦ୍ରୋହର ସ୍ୱର ତେଜ୍ କଲେଣି। କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।…

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର…

ଗୁରୁଦିବସରେ ପୋଖରୀରେ ବୁଡି ଛାତ୍ରୀ ମୃତ

ଗୁରୁଦିବସରେ ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଛାତ୍ରୀ ଜଣଙ୍କ ପରା ଗାଁର ଜୀନା ପ୍ରଧାନ। ସୂଚନାଅନୁଯାୟୀ, ଜୀନା ପ୍ରଧାନ ସ୍କୁଲକୁ ଗୁରୁପୂଜନ ପାଇଁ…

ପ୍ରବଳ ବର୍ଷା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହେବା ସହ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଏହା ଯୋଗୁଁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ…

ନେତାଙ୍କ ନାରେ ଫେକ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଲୁଟ୍‌

ନେତାଙ୍କ ନାରେ ଫେକ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ l ବିଜେପି ବଡ଼ବଡ଼ିଆ ନେତାଙ୍କ ସମ୍ପର୍କୀୟ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଭରତୀୟ ଜନତା ପାର୍ଟିର ଜଣେ ନେତା l କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନା…