କାବୁଲ୍ ପାଇଁ ସାହାଯ୍ୟର ହାତ ବଢ଼ାଇଲା ଦିଲ୍ଲୀ

ଭୟଙ୍କର ଭୂକମ୍ପ ଯୋଗୁଁ ଆଫଗାନିସ୍ତାନରେ 1000 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହା ପରେ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଭାରତ ଉଦ୍ୟମ ଜାରି ରଖିଛି। ମାନବିକ ସହାୟତାର ପ୍ରଭାବଶାଳୀ ବିତରଣ ତଥା ଆଫଗାନିସ୍ତାନର ଲୋକଙ୍କ ସହ ଆମର ଯୋଗଦାନକୁ ଜାରି ରଖିବା ପାଇଁ ବିଭିନ୍ନ ହିତାଧିକାରୀଙ୍କ ପ୍ରୟାସକୁ ତୀକ୍ଷ୍ଣ ନଜର ରଖବା ଏବଂ ସମନ୍ୱୟ ରକ୍ଷା କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା l ଏକ ଭାରତୀୟ ବୈଷୟିକ ଦଳ ଆଜି କାବୁଲରେ ପହଞ୍ଚି ଥିବାବେଳେ ରିଲିଫ ସାମଗ୍ରୀ ମଧ୍ୟ ଯୋଗାଇଦିଆଯାଇଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *