ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାଷ କ୍ଷୟକ୍ଷତି ଜିଲ୍ଲା ଗସ୍ତକୁ ସମାଲୋଚନା କଲେ ରାଜସ୍ୱ ମନ୍ତ୍ରୀ। ଯଦି ମୁଖ୍ୟମନ୍ତ୍ରୀ ଥିବାବେଳେ ଚାଷୀଙ୍କ ପାଖକୁ ନବୀନ ଯାଇଥାନ୍ତେ, ତେବେ ବିରୋଧୀ ଦଳକୁ ଆସିଲା ପରେ ଯିବାକୁ ପଡ଼ି ନଥାନ୍ତା । ଶାସନରେ ଥିବା ବେଳେ ଯଦି ବିଭିନ୍ନ ଆଇନ ଓ ଯୋଜନା ମାଧ୍ୟମରେ ଚାଷୀର ବିକାଶ କରିଥାନ୍ତେ ଓ ଆଇନରେ ଆବଶ୍ୟକୀୟ ପରିବର୍ତ୍ତନ କରିଥାନ୍ତେ । ତାହେଲେ ଆଜି ଯିବାକୁ ପଡ଼ିନଥାନ୍ତା ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now