ନାମାଙ୍କନ ଭରିବେ ପ୍ରାର୍ଥୀ 

ବରଗଡ: ପଦ୍ମପୁର ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି କସରତ। ଆଜି ନାମାଙ୍କନପତ୍ର ଭରିବେ ପ୍ରାର୍ଥୀ। ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିବେ ତିନି ପ୍ରମୁଖ ଦଳର ପ୍ରାର୍ଥି। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ପ୍ରାର୍ଥି। ବିଜେଡିରୁ ବର୍ଷା ସିଂ ବରିହା, ବିଜେପିରୁ ପ୍ରଦୀପ ପୁରୋହିତ , କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ଭରିବେ ନାମାଙ୍କନ। ଏହା ପ୍ରାର୍ଥୀପତ୍ର ଦାଖଲ କରିବେ ସ୍ୱଧୀନ ପ୍ରର୍ଥିୀ। ସୂଚନା ଅନୁଯାୟୀ ପ୍ରାୟ ୧୧ ଜଣ ପ୍ରାର୍ଥି ପ୍ରତ୍ର ଦାଖଲ ପାଇଁ ଫର୍ମ ନେଇଛନ୍ତି। କିନ୍ତୁ ଚାଷୀଙ୍କୁ ବୀମା ରାଶି ପ୍ରଦାନ ଓ ପଦ୍ମପୁର ଜିଲ୍ଲା ଦାବିକୁ ନେଇ ଆନ୍ଦେଳନ ଚାଲିଥିବାରୁ କେହି ନାମାଙ୍କନ ଦାଖଲ କରିନଥିବା ଚର୍ଚ୍ଚା ହେଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *