ସୁରକ୍ଷିତ ନାହାନ୍ତି ମା

 ମା ସୁରକ୍ଷିତ ନାହାନ୍ତି। ୩୬ ହଜାର ମହିଳା ଓ ୮ ହଜାର ଶିଶୁ ନିଖୋଜ। ନାରୀ ନିର୍ଯାତନା ବଢ଼ି ବଢ଼ି ଚାଲିଛି। ମିଶନ ଶକ୍ତି ମହିଳା ରାଜରାସ୍ତାରେ ବସିଛନ୍ତି। କଂଗ୍ରେସ ମଧ୍ୟ ପ୍ରତିବାଦ କରି ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି କରିଥିଲେ। ହେଲେ ସରକାର ଜାଣିଶୁଣି ଗୃହ ବନ୍ଦ କଲେ। ମହିଳା ଓ ଶିଶୁ ସୁରକ୍ଷିତ ନ ହେଲେ ରାଜ୍ୟ କେମିତି ଚାଲିଛି ବୋଲି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *