ମହାରାଷ୍ଟ୍ର ମହାଡ୍ରାମା ରେ ନୂଆ ମୋଡ…

Spread the love

ମହାରାଷ୍ଟ୍ର ରାଜନୀତିକ ଡ୍ରାମା ରେ ନୂଆ ମୋଡ l ଆସାମର ଗୁଆହାଟିର ରେଡିସନ୍ ବ୍ଲୁ ହୋଟେଲରେ ଏକନାଥ ସିନ୍ଦେଙ୍କ ସହ ମୋଟ 42 ମହାରାଷ୍ଟ୍ର ବିଧାୟକ ଉପସ୍ଥିତ ଅଛନ୍ତି। ଏଥିରେ ଶିବସେନାର 34 ଜଣ ବିଧାୟକ ଏବଂ 8 ଟି ସ୍ୱାଧୀନ ବିଧାୟକ ରହିଥିବା ସୂଚନା l ଇତିମଧ୍ୟରେ ରେଡିସନ୍ ବ୍ଲୁ ହୋଟେଲରେ ବିଦ୍ରୋହୀ ମହାରାଷ୍ଟ୍ର ବିଧାୟକମାନେ ପୂର୍ବତନ ମନ୍ତ୍ରୀ ଏବଂ ଶିବସେନା ନେତା ଦୀପକ କେସରକରଙ୍କୁ ଭେଟିଛନ୍ତି। ଶେଷ ସୂଚନା ମୁତାବକ କାଲି ରାତିତୁ ନିଖୋଜ ଥିବା ଦୁଇ ସେନା ବିଧାୟକ ସାଦା ସରବନକର ଏବଂ ମଙ୍ଗେଶ କୁଦାଲକର ଏବେ ଗୁଆହାଟିର ହୋଟେଲରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପ ରେ ମିଶିଛନ୍ତି l

Leave a Reply

Your email address will not be published. Required fields are marked *