5ଟି ସଚିବଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ବିଜେପିର ବିରୋଧ

Spread the love

ଢେଙ୍କାନାଳ : 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଢେଙ୍କାନାଳରେ ମଧ୍ୟ ବିରୋଧ ହୋଇଛି । ଗତ କାଲି ତାଙ୍କର ତାଳଚେର ଗସ୍ତ ବେଳେ ବିରୋଧ ହୋଇଥିବା ବେଳେ ଢେଙ୍କାନାଳରେ ମଧ୍ୟ ଅନୁରୂପ ଭାବେ ବିଜେପି ପକ୍ଷରୁ ବିରୋଧ ହୋଇଥିବା ଦେଖିବାକୁ ମିଳିଛି ।

ପୂର୍ବତନ ସାଂସଦ ରୁଦ୍ର ପାଣିଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତା ମାନେ ତାଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଜେପି କାର୍ଯ୍ୟକର୍ତା ମାନେ କଳା ଡ୍ରେସ୍ ପିନ୍ଧି ନାରାବାଜୀ କରିଥିବା ଦେଖିବାକୁ ମିଳିଛି । ଢେଙ୍କାନାଳର ଗଣେଶ ବଜାର ଟାଉନ ହଲ୍ ସାମ୍ନାରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *