ଅଧ୍ୟାଦେଶ ବିରୋଧକୁ କଂଗ୍ରେସ ସମର୍ଥନ ନ କଲେ ପାଟନା ବୈଠକର ବହିଷ୍କାର କରିବ ଆମ ଆଦମୀ ପାର୍ଟି

Spread the love

ନୂଆଦିଲ୍ଲୀ : ଯଦି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ କଂଗ୍ରେସ ସମର୍ଥନ ନ କରେ ତେବେ ବିରୋଧି ଏକତା ପାଇଁ ଶୁକ୍ରବାର ଦିନ ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବୈଠକକୁ ବହିଷ୍କାର କରିବାକୁ ଆମ ଆଦମୀ ପାର୍ଟି ଧମକ ଦେଇଛି ।

ଆମ ଆଦମୀ ପାଟି କହିଛି ଯେ, ଦିଲ୍ଲୀର ସନ୍ଦର୍ଭରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗରେ ଆମକୁ ସମର୍ଥନ କରିବା ଉଚିତ । ଯଦି ଏହା ନ ହୁଏ ତେବେ ଆମେ ବିରୋଧି ସଭାକୁ ବହିଷ୍କାର କରିବୁ ଏବଂ ଭବିଷ୍ୟତରେ ବିରୋଧି ସଭା ଠାରୁ ଦୂରରେ ରହିବୁ ।

Leave a Reply

Your email address will not be published. Required fields are marked *