ରାକେଶ ଟିକାୟତଙ୍କ ଉପରେ କାଳିମାଡ

କର୍ଣ୍ଣାଟକରେ ସଭାବେଳେ କୃଷକ ନେତା ରାକେଶ ଟିକାୟତଙ୍କ ଉପରେ କାଳିମାଡ ହୋଇଛି । କର୍ଣ୍ଣାଟକରେ ତାଙ୍କ ଉପରକୁ କାଳି ଫୋପଡାଯାଇଛି । ସଭା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଏହାଭିତରେ ଟିକାୟତଙ୍କ ଉପରେ କାଳିମାଡ ହୋଇଥିଲା । ସେପଟେ ତାଙ୍କ ସହ ଉପସ୍ଥିତ ଥିବା ୟୁଦ୍ଧବୀର ସିଂହଙ୍କ ଉପରେ ମଧ୍ୟ କାଳି ଫିଙ୍ଗାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *