ଦ୍ୱିତୀୟ ରାଜ୍ୟସଭା ପ୍ରାର୍ଥୀ ଭାବେ ଜଗନ୍ନାଥ ପ୍ରଧାନଙ୍କ ନାମାଙ୍କନ ଦାଖଲ

ରାଜ୍ୟସଭା ଆସନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । କିଛି ବିଜେପି ନେତାଙ୍କ ସହ ଆସି ସେ ସ୍ୱାଧୀନ ଭାବେ ରାଜ୍ୟସଭା ଆଶନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ କାହିଁକି ନାମାଙ୍କନ ଦାଖଲ କରିଛନ୍ତି ତାହା ହେଉଛି ସବୁଠୁ ବଡ ପ୍ରଶ୍ନ । ବିଜେପି ପକ୍ଷରୁ ନାମ ଘୋଷଣା ପରେ ଆଜି ବିଧାନସଭାକୁ ଆସି ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ମମତା ମହନ୍ତ । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ନାମାଙ୍କନରେ ପ୍ରସ୍ତାବକ ରହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *