ଓପିନିୟନ ପୋଲ୍ କପୋଳକଳ୍ପିତ : କଂଗ୍ରେସ

Spread the love

ଭୁବନେଶ୍ୱର : ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏକ ଜାତୀୟ ସ୍ତରୀୟ ସର୍ଭେର ରିପୋର୍ଟକୁ କପୋଳ କଳ୍ପିତ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।

ଶରତ ପଟ୍ଟନାୟକ କହିଛନ୍ତି, ‘୧୯୯୫ରେ ଓଡ଼ିଶାରେ ବିଜୁ ବାବୁଙ୍କ ସରକାର ହେବ ରିପୋର୍ଟ କହିଥିଲା । ହେଲେ ୧୯୯୫ରେ କଂଗ୍ରେସ ସରକାରକୁ ଫେରିଥିଲା । ୨୦୨୪ରେ ବି ସେଇଆ ହେବ, ୧୦ରୁ ୧୨ ସିଟ୍ କଂଗ୍ରେସ ଜିତିବ ବୋଲି ଶରତ କହିଛନ୍ତି ।

Leave a Reply

Your email address will not be published. Required fields are marked *