ପାଟଣା : ନୀତିଶ ମନ୍ତ୍ରୀମଣ୍ଡଳ ଶୁକ୍ରବାର ସମ୍ପ୍ରସାରଣ ହୋଇଛି । ଜେଡିୟୁ ବିଧାୟକ ରତ୍ନେଶ ସାଦାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ଏବଂ ସେ ମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି । ରାଜଭବନର ଦରବାର ହଲ୍ ରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଅର୍ଲେକର ରତ୍ନେଶ ସାଦାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ରତ୍ନେଶ ସାଦା ସହର୍ସା ଜିଲ୍ଲାର ସୋନବରସାରୁ ଜେଡିୟୁର ବିଧାୟକ ଅଛନ୍ତି । ସେ ୨୦୧୦ରୁ ଏଠାରେ ନିର୍ବାଚନ ଜିତି ଆସୁଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now