ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ୍

Spread the love

ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ୍। ପ୍ରଶାନ୍ତଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ। ଜଗଦ୍ଦେବଙ୍କୁ ବେଲ୍‌ ମିଳିଥିବା ନେଇ ତାଙ୍କ ଓକିଲ ପୀତାମ୍ବର ଅଚାର୍ଯ୍ୟ କହିଛନ୍ତି। ପୋଲିଂ ବୁଥରେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ ଜଗଦ୍ଦେବ। ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥଲା । ସେହି ସମୟ ମଧ୍ୟରେ ତାଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିବାରୁ ଜେଲରୁ ମୁକୁଳିଥିଲେ ଜଗଦ୍ଦେବ । ଏବେ ତାଙ୍କୁ ନିୟମିତ ଜାମିନ ମିଳିଛି ।

Leave a Reply

Your email address will not be published. Required fields are marked *