ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଓ ବିଜେପି ସଭପତି ରଖିଲେ ନିଜର ପ୍ରତିକ୍ରିୟା

Spread the love

ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଓ ବିଜେପି ସଭପତି କହିଛନ୍ତି । 5 ଟି ରାଜ୍ୟ ସହ ଓଡ଼ିଶାରେ ହୋଇପାରେ ନିର୍ବାଚନ ଚର୍ଚ୍ଚା ହେଉଛି । ନିର୍ବାଚନ ପାଇଁ ସମସ୍ତେ ପ୍ରିପେୟାର ହେଉଛନ୍ତି । ଯେହେତୁ ନିର୍ବାଚନ ବର୍ଷ ବିଜେଡି ବିକାଶ ସହ ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଥାଏ । ବିଜେଡ଼ି ସବୁ ବେଳେ କାର୍ଯ୍ୟ ଜାରି ରଖିଛି । ବିଜେଡି ସବୁ ବର୍ଗର ସଂଖ୍ୟା ଗରିଷ୍ଟ ସଂଖ୍ୟା ଲଘିଷ୍ଟ କର୍ମଚାରୀ ଠାରୁ ବସ୍ତି ବାସିନ୍ଦା ପର୍ଯ୍ୟନ୍ତ ଫୋକସ କରେ । ନବୀନଙ୍କ ନେତୃତ୍ୱ ରେ ବିଗତ ନିର୍ବାଚନ ଭଲ ହୋଇଛି।

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖି ବିଜେଡି ଉପ ସଭାପତି ଦେବି ମିଶ୍ର କହିଛନ୍ତି ଯେ , ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଦିନ କାର୍ଯ୍ୟ ମନ୍ତ୍ରୀ ଅଦଳ ବଦଳ ।  ଆଗକୁ ସଂଗଠନ ପାଇଁ କିଛି ଅଡୁଆ ହେବନି । ତୃତୀୟ ସାମୁଖ୍ୟ ଯଦି ଦାନା ବାନ୍ଧୁଛି ବାନ୍ଧୁ । ତୃତୀୟ ସାମୁଖ୍ୟ କହିଲେ ହବନି ଓଡ଼ିଶା ଭାରତର ଅଙ୍ଗ । କଣ ହେଉଛି ସେଥିରେ ବିଜେଡି ରେ ମୁଣ୍ଡ ଖେଳେଇବାର ନାହିଁ।

Leave a Reply

Your email address will not be published. Required fields are marked *