ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରିଣୀଧର ନାଏକ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜାରି ରହିଛି ରେଡ଼ । ଅଫିସ, ସରକାରୀ ବାସ ଭବନ, ପୈତୃକ ଘରେ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି। ଅନୁଗୋଳ ଓ କଟକ ଡିଏସପିଙ୍କ ନେତୃତ୍ୱରେ ୭ ଜଣିଆ ଟିମ ଏହି ରେଡ଼ରେ ସାମିଲ ଅଛନ୍ତି। ୮ ଟି ସ୍ଥାନରେ ମୋଟ ୧୦ ଜଣ ଡିଏସପି, ୧୬ ଜଣ ଇନସ୍ପେକ୍ଟର ଓ ୭ ଜଣ ଏସଆଇ ସାମିଲ ଅଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *