ଶାରଦୀୟ ଦୁର୍ଗାପୂଜା କୁ ନେଇ ଉତ୍ସବ ମୁଖର ରୌପ୍ୟ ନଗରୀ କଟକ

ଶାରଦୀୟ ଦୁର୍ଗାପୂଜା କୁ ନେଇ ଉତ୍ସବ ମୁଖର ରୌପ୍ୟ ନଗରୀ କଟକ । ଧରାବତରଣ କରିଛନ୍ତି ଜଗତଜନାନୀ ମା ଦଶଭୁଜା । ମାଙ୍କ ଆଗମନକୁ ନେଇ ସବୁଠି ଚାଲିଛି ପୂଜାର୍ଚ୍ଚନା ସହ ମନ୍ତ୍ର ପାଠ । ତେବେ ଆଜି ବିଭିନ୍ନ ଶକ୍ତି ପୀଠରେ ମାଙ୍କ ନବମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ମାଙ୍କ ଅଷ୍ଟମୀ ବିହିତ ପୂଜା । ଅଷ୍ଟମୀ ରେ ଶଧବା ମହିଳା ମାନେ ତାରିଣୀ ବ୍ରତ ପୂଜା କରିଥିଲେ।ଏନେଇ ପ୍ରତ୍ୟେକ ମଣ୍ଡପରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସୁନା ଓ ଚାନ୍ଦି ରେ ଝଲସୁଛନ୍ତି ମା ।ତେବେ କଟକ ୪୨ମୌଜା ପୂଜା ମଣ୍ଡପ ପୂଜା ରେ କିପରି ଚାଲିଛି ମାଙ୍କ ପୂଜା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *