ବାଲୁକା କଳାରେ ପବିତ୍ର ଜନ୍ମାଷ୍ଟମୀର ଶୁଭେଚ୍ଛା

ଆଜି ପବିତ୍ର ଜନ୍ମାଷ୍ଟମୀ l ଧାରବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ l ଏହି ପବିତ୍ର ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ଜନ୍ମାଷ୍ଟମୀର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ମାଟି ସରା ବ୍ୟବହାର କରି ଲହୁଣୀ ଆଟିକାକୁ ସୁନ୍ଦର ଭାବେ ଦର୍ଶାଯାଇଛି l ଏହାସହ ବର୍ତ୍ତମାନ ସମାଜରେ ଚାଲିଥିବା ନାରୀଙ୍କ ଉପରେ ଅତ୍ୟାଚାରକୁ ନେଇ ପ୍ରାର୍ଥନା କରାଯାଇଛି l ରାକ୍ଷସଙ୍କୁ ନାଶ କରିବା kill the evil ବାଲୁକା କଳାରେ ଲେଖାଯାଇଛି l ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ଲାଗି ସାରା ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *