ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡିହି ଥାନା ଅଞ୍ଚଳରେ ଦୁଇ ଜଣ ଦୁର୍ବୃତ୍ତ ଡକାୟତି କରିବା ଉଦ୍ଦେଶ୍ୟରେ କମଳା କାନ୍ତ ସାହୁଙ୍କ ଘରେ ପଶିଥିଲେ ଏବଂ ତାଙ୍କ ପୁତୁରା ହୃଷୀକେଶ ସାହୁଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ମୁଣ୍ଡକୁ ଭୁଜାଲି ସାହାଯ୍ୟରେ ହାଣିବା ସହିତ ସମସ୍ତ ସୁନା ଗହଣା ଲୁଟି ନେଇଥିବା କମଳାକାନ୍ତ ସାହୁ ସୂଚନା ଦେଇଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ପରିବାର ଲୋକେ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ସ୍ଥାନାନ୍ତର ହୋଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now