ପିଏସଏଲଭି ସି-୫୬କୁ ମହାକାଶକୁ ପଠାଇଲା ଇସ୍ରୋ

Spread the love

ଶ୍ରୀହରିକୋଟା : ଆଜି ସକାଳ ୬.୩୦ ରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ପକ୍ଷରୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ପିଏସଏଲଭି ସି୫୬ କୁ ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ କରାଯାଇଛି । ଏହି ରକେଟ ନିଜ ସହ ସିଙ୍ଗାପୁରର ଡିଏସ-ଏସଏଆର ଉପଗ୍ରହ ସମେତ ସାତୋଟି ଉପଗ୍ରହକୁ ନେଇ ମହାକାଶକୁ ଯାଇଛି । ଡିଏସ-ଏସଏଆର ଉପଗ୍ରହର ଓଜନ ୩୬୦ କିଲୋଗ୍ରାମ । ଏହି ପ୍ରକ୍ଷେପଣ ନ୍ୟୂ ସ୍ପେଶ ଇଣ୍ଡିଆ ଲିମିଟେଡର ଗୁରୁତ୍ୱପୂର୍ଣ ମିଶନ ।

Leave a Reply

Your email address will not be published. Required fields are marked *