ମୁଁ ଏକ ସମ୍ପୂର୍ଣ୍ଣ ସ୍ୱପ୍ନରେ  ବଞ୍ଚୁଛି ଏବଂ ଏଥିପାଇଁ ଅନେକ ଲୋକ ଧନ୍ୟବାଦ ଅର୍ପଣ କରୁଛନ୍ତି : ସୁନୀଲ ଛେତ୍ରୀ

Spread the love

ନୂଆଦିଲ୍ଲୀ :  ୧୮ ବର୍ଷ ଧରି ଭାରତୀୟ ଫୁଟବଲ ସେବା କରିଥିବା ଏବଂ ୯୨ ଟି ଆନ୍ତର୍ଜାତୀୟ ଗୋଲ ସ୍କୋର କରିଥିବା କ୍ୟାପଟେନ ସୁନୀଲ ଛେତ୍ରୀ କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ସେ ନିଜ କ୍ୟାରିୟର ଏଭଳି କରି ପାରି ନ ଥାନ୍ତେ, ଯେଭଳି ଦୁଇ ଦଶନ୍ଧିରେ ତାଙ୍କର କ୍ୟାରିଅର ହୋଇଛି ।  

ଇଣ୍ଟରନେସନାଲ ଚାମ୍ପିଅନସିପ୍ ଆକାରରେ ବ୍ଲୁ ଟାଇଗର୍ସକୁ ଦୁଇଟି ବ୍ୟାକ୍ ଟୁ ଟାଇଟଲ୍ ଜିତିବାରେ ନେତୃତ୍ୱ ନେଇଥିବା ୩୮ ବର୍ଷୀୟ ଛେତ୍ରୀ, ପ୍ରତ୍ୟେକ ସୁଯୋଗରେ ଜନସାଧାରଣ ତାଙ୍କୁ ଦେଖାଉଥିବା ଭଲପାଇବା ପାଇଁ ସେ କୃତଜ୍ଞ । 

Leave a Reply

Your email address will not be published. Required fields are marked *