ମହିଳା ହକି ଜୁନିଅର ଏସିଆ କପ୍-୨୦୨୩ ଜିତିବା ପରେ ବିଜୟୀ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ମହିଳା ହକି ଜୁନିଅର ଏସିଆ କପ୍- ୨୦୨୩ ଜିତିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ମହିଳା ହକି ଜୁନିଅର ଏସିଆ କପ୍ -୨୦୨୩ ଜିତିଥିବା ଆମର ଯୁବ ଚାମ୍ପିଅନ୍ ମାନଙ୍କୁ ଅଭିନନ୍ଦନ! ଦଳ ଅପାର ଉଦ୍ୟମ, ପ୍ରତିଭା ଏବଂ ଦଳଗତ ପ୍ରଦର୍ଶନ କରିଛି। ସେମାନେ ଆମ ଦେଶକୁ ବହୁତ ଗର୍ବିତ କରିଛନ୍ତି। ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା।”

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *