ଶହେବର୍ଷର ଯାତ୍ରାରେ ଆରଏସଏସ- ରାଷ୍ଟ୍ର ନିର୍ମାଣରେ ସମର୍ପଣ

ଆଜି ଆରଏସଏସକୁ ଶହେବର୍ଷ ପୁରିଲା। ଦିଲ୍ଲୀରେ ଆୟୋଜିତ ଆରଏସଏସର ଶତାବ୍ଦୀ ସମାରୋହରେ ସାମିଲ୍ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ଆରଏସଏସର ରାଷ୍ଟ୍ର ପ୍ରତି ଯୋଗଦାନକୁ ପ୍ରତିପାଦିତ…