ନାଳନ୍ଦା ନିକଟରୁ ୧୨ଶହ ବର୍ଷ ପୁରୁଣା ଦୁଇ ପଥର ମୂର୍ତ୍ତି ଉଦ୍ଧାର

ପାଟନା: ନାଳନ୍ଦା ନିକଟବର୍ତ୍ତୀ  ଏକ ପୋଖରୀରୁ ମିଳିଛି ୧୨ଶହ ବର୍ଷ ପୁରୁଣା ପଥରର ମୂର୍ତ୍ତି। ପୋଖରୀର ପୁନରୁଦ୍ଧାର ସମୟରେ ସ୍ଥାନୀୟ ଲୋକଙ୍କୁ ଦୁଇଟି ପୁରୁଣା ପଥର ମୂର୍ତ୍ତି…