ବାରାଣସୀରେ ବର୍ବରତା

ବାରାଣସୀ ବର୍ବରତା ସଭ୍ୟସମାଜକୁ ଦୋହଲାଇଦେଇଛି। ଜଣେ ଯୁବତୀକୁ ୭ଦିନ ଧରି ୨୩ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଅଲଗା ଅଲଗା ଜାଗାକୁ ନେଇ ପାଶବିକ ଅତ୍ୟାଚାର କରିଛନ୍ତି।…