୫ ଟଙ୍କାର ପାର୍ଲେଜି ବିସ୍କୁଟ- ଗାଜାରେ ଲକଜରି ସାମଗ୍ରୀ- ୨୩ଶହ ଟଙ୍କାରେ ବିକ୍ରି

ଗାଜାରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ମାନବିକ ସଙ୍କଟ ମଧ୍ୟରେ ଏକ ଭିଡିଓ ସମ୍ପୂର୍ଣ୍ଣ ବିଶ୍ୱର ଧ୍ୟାନ ଆକୃଷ୍ଟ କରିଛି। ଜଣେ ଫିଲିସ୍ତିନୀ ବାପା ମହମ୍ମଜ ଜଓ୍ୱାଦ୍…