ଦିନ କେଇଟାରେ ୩ୟ ଋଷୀୟ ନାଗରିକଙ୍କ ମୃତ୍ୟୁ

ପାରାଦୀପ: ରାୟଗଡାରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ପୁଲିସ ପ୍ରଶାସନର ତଦନ୍ତ ଶେଷ ହୋଇନଥିବା ବେଳେ ରାଜ୍ୟରେ ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି।…