ସାଉଦିଆରବରେ ଭୟଙ୍କର ଦୁର୍ଘଟଣା- ୪୨ ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

ସାଉଦି ଆରବରେ ଭୟଙ୍କର ଦୁର୍ଘଟଣା। ତେଲ ଟ୍ୟାଙ୍କର ସହ ଧକ୍କା ପରେ ଜଳିଗଲା ତୀର୍ଥଯାତ୍ରୀ ବସ୍। ବସ ନିଆଁରେ ୪୨ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସମସ୍ତ…