କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ କଲେ ୫ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଓ ପାରଦର୍ଶିତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦଳର ବରିଷ୍ଠ ନେତାମାନେ। ସେମାନେ ପାର୍ଟିର କେନ୍ଦ୍ରୀୟ  ନିର୍ବାଚନ କର୍ତ୍ତୃପକ୍ଷ…