ରାଜୀବଙ୍କ ୬ ହତ୍ୟାକାରୀ ମୁକୁଳିଲେ

() ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୬ ଦୋଷୀ ଜେଲରୁ ମୁକ୍ତ ହୋଇଛନ୍ତି।  ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ସମସ୍ତ…