ଛାତ୍ରୀଙ୍କୁ ରାଗିଂ କରି ୭ ଛାତ୍ର ସସ୍ପେଣ୍ଡ

ବ୍ରହ୍ମପୁର: ରାଜ୍ୟ ସରକାର ତଥା ରାଜ୍ୟ ଶିକ୍ଷା ବିଭାଗ ରାଜ୍ୟରେ ରାଗିଂକୁ ନା କହୁଥିବା ବେଳେ କିନ୍ତୁ ରାଗିଂ ଉପରେ ସମ୍ଭବ ହେଉନି ନିୟନ୍ତ୍ରଣ। ରାଗିଂକୁ ନେଇ…