ହିମସ୍ଖଳନରେ ଫସିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୮ ଉଦ୍ଧାର

ଡେରାଡୁନ: ଉତ୍ତରାଖଣ୍ଡରେ ପାଗ ଖରାପ ହେବାରେ ଲାଗିଛି। ପାହାଡ ଉପରେ ତୁଷାରପାତ ହେବାରୁ ଦ୍ରୌପଦୀ ପର୍ବତର ଦାଣ୍ଡା୨ ଶୀଖରକୁ ପର୍ବତାରୋହଣରେ ଯାଇଥିବା ଉତ୍ତରକାଶୀର ନେହରୁ ପର୍ବତାରୋହଣ ଅନୁଷ୍ଠାନର…