ଅପହୃତ ୪ ମୂଳ ଭାରତୀୟଙ୍କ ମୃତଦେହ ଉଦ୍ଧାର

କାଲିଫର୍ନିଆ: କାଲିଫର୍ନିଆରୁ ଅପହୃତ ୪ ଭାରତୀୟ ବଂଶୋଦ୍ଭବଙ୍କ ମୃତଦେହ ଏକ ଗ୍ରାମାଞ୍ଚଳରୁ ଉଦ୍ଧାର ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ ଜଣଙ୍କୁ ସୋମବାର…