ବିଲକିସ୍ ବାନୁ ଗଣଦୁଷ୍କର୍ମର ୧୧ ଅଭିଯୁକ୍ତଙ୍କୁ ମୁକ୍ତକଲା ଗୁଜୁରାଟ ସରକାର

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାରେ ତାଙ୍କ ଅଭିଭାଷଣରେ ମହିଳାଙ୍କ ପ୍ରତି ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ।…