କୋଭିଡ ସମୟରେ ମୁକ୍ତ ହୋଇଥିବା ଦୋଷୀଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ଜେଲରେ ଭିଡ କମ କରିବାକୁ ଛଡାଯାଇଥିବା ସମସ୍ତ ଦୋଷୀ ଓ ବିଚାରାଧୀନ କଏଦୀଙ୍କୁ ୧୫ ଦିନ ଭିତରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର…