କାନାଡା ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି

ନୂଆଦିଲ୍ଲୀ: କାନାଡା ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। କାନାଡାରେ ଭାରତ ବିରୋଧୀ ଗତିବିଧି ବୃଦ୍ଧି ପାଇବାକୁ ନେଇ…