ଯୋଗ ଶିକ୍ଷକଙ୍କୁ ୭ଫୁଟ ଗାତରେ ଜୀଅନ୍ତା ପୋତିଦେଲା- ପତ୍ନୀ ସହ ପ୍ରେମ ସନ୍ଦେହରୁ ପତିର କାରନାମା

ଭଡ଼ାଟିଆଙ୍କ ସହ ପତ୍ନୀଙ୍କ ପ୍ରେମ ସମ୍ପର୍କ ସନ୍ଦେହରୁ ପତିଙ୍କ କାରନାମା ଯିଏ ଶୁଣୁଛି, ତାଜୁବ୍ ହୋଇଯାଉଛି। ଜଣେ ବନ୍ଧୁର ସହଯୋଗରେ ଆଗ ଅପହରଣ କଲେ ଆଉ ତା…