ଯାତ୍ରୀଙ୍କୁ ଇଣ୍ଡିଗୋ ଦେବ ୧୦ହଜାର ଟଙ୍କା- ଜାଣନ୍ତୁ କିଏ କେମିତି ପାଇବେ

ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋ ସଙ୍କଟରେ ଅକଥନୀୟ ଦୁର୍ଦ୍ଦଶା ଭୋଗିଛନ୍ତି ଲକ୍ଷ ଲକ୍ଷ ଯାତ୍ରୀ। ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ସେମାନଙ୍କ ଟିକଟ ଟଙ୍କା ଫେରସ୍ତ ସହ…