ରାଷ୍ଟ୍ରପତିଙ୍କ ପ୍ରତି ଟିଏମସି ନେତାଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ତାତି

() ଅଧିର କହିଥିଲେ। ଏବେ ଅଖିଳ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଏବେ ବିବାଦରେ ଟିଏମସି ମନ୍ତ୍ରୀ ଅଖିଳ ଗିରି। ଆଉ…