ସମୟରେ ଆସିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀ ଜୀବନ

ଗଞ୍ଜାମ: ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ଫେଲ।  ସମୟରେ ଆମ୍ବୁଲାନ୍ସ ନ ଆସିବାରୁ ଅଧା ରାସ୍ତାରେ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମଜିଲ୍ଲାର ବୁଗୁଡାରେ।…