ଧନକଡ଼ ଲାପତ୍ତା- କେଉଁଠି ଅଛନ୍ତି ଶାହା କୁହନ୍ତୁ : କପିଲ ଶିବଲ

କୁଆଡ଼େ ଗଲେ ଧନକଡ଼। ଜୁଲାଇ ୨୨ରୁ ଜଗଦୀପ ଧନକଡ଼ ସ୍ୱାସ୍ଥ୍ୟଗତ ସମସ୍ୟାର ଆଳ ନେଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଦେଲେ। ଧନକଡ଼ କେଉଁଠି ଚିକିତ୍ସା ହେଉଛନ୍ତି। ନା…