୫ କୋଟିର ସମ୍ପତ୍ତି ଛାଡ଼ି ପୁରା ପରିବାର ଗ୍ରହଣ କରିବେ ସନ୍ୟାସୀ ଜୀବନ

ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଏଭଳି ଏକ ମାମଲା ଆସିଛି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ସାଂସାରିକ ମୋହମାୟାକୁ ତୁଛ କରି ଗୋଟିଏ ପରିବାର ଏବେ ଆଧ୍ୟାତ୍ମିକ…