ୱାଇଏସଆରସିପି ଅଧ୍ୟକ୍ଷ ପଦ ଛାଡିଲେ ବିଜୟାମ୍ମା

ନୂଆଦିଲ୍ଲୀ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ମା ଓ ୱାଇଏସଆରସିପି ନେତା ଆଇଏସ ବିଜୟାମ୍ମା ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଜଗନ…