ସୁଲତାନପୁରୀ ଦୁର୍ଘଟଣା: ତେଜୁଛି ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ:  ସୁଲତାନପୁରୀ କାଞ୍ଜୱାଲା ଘଟଣାରେ ବଢୁଛି ସସପେନ୍ସ। ପ୍ରତିଦିନ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ନୂଆବର୍ଷ ରାତିରେ ଦିଲ୍ଲୀର କଞ୍ଜାୱାଲା ଠାରେ ହୋଇଥିବା ଅଞ୍ଜଳି ମୃତ୍ୟୁ ମାମଲାରେ…