ଆଇଆରଏସଙ୍କୁ ପେପରଓ୍ୱେଟରେ ମାରି ଆହତ କଲେ ଆସିଷ୍ଟାଣ୍ଟ କମିଶନର

ଆସିଷ୍ଟାଣ୍ଟ କମିଶନର ପେପରଓ୍ୱେଟରେ ମାରିଲେ ଆଇଆରଏସ ଅଫିସରଙ୍କୁ। ୟୁପିର ଇନକମ ଟାକ୍ସ ଅଫିସରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆସିଷ୍ଟାଣ୍ଟ କମିଶନର ଯୋଗେନ୍ଦ୍ର ମିଶ୍ରା ଆଇଆରଏସ ଅଧିକାରୀ…