ନିଃସନ୍ତାନ ବିଧବାଙ୍କୁ ସୁପ୍ରିମକୋର୍ଟଙ୍କ ଅପିଲ୍- ଆଗୁଆ ଓ୍ୱିଲ୍ କର

ହିନ୍ଦୁ ବିଧବା, ବିଶେଷକରି ଯେଉଁମାନେ ନିଃସନ୍ତାନ। ସେମାନଙ୍କ ଲାଗି ସୁପ୍ରିମକୋର୍ଟଙ୍କ ବଡ଼ ଅପିଲ୍। ସମ୍ପତ୍ତିକୁ ନେଇ ବାପ ଘର ଓ ଶାଶୁ ଘରେ ବିବାଦକୁ ଏଡ଼ାଇବାକୁ ନିଜ…