ରୋହିଙ୍ଗ୍ୟା ସମସ୍ୟାର ସମାଧାନ ଭାରତ ହିଁ ପାରିବ: ହସିନା

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଭାରତ ଗସ୍ତରେ ଆସୁଥିବା ବେଳେ  ତା ପୂର୍ବରୁ ଭାରତକୁ ପ୍ରଶଂସାରେ ପୋତି ପକାଇଛନ୍ତି ହସିନା। ପ୍ରଧାନମନ୍ତ୍ରୀ…