ଜ୍ଞାନବାପୀ: ମୁସଲମାନ ପକ୍ଷ ଯାଚିକା ଖାରଜ

ନୂଆଦିଲ୍ଲୀ: ଜ୍ଞାନବାପୀ ବିବାଦରେ ମୁସଲିମ ପକ୍ଷକୁ ଝଟକା। ମୁସଲିମ ପକ୍ଷର ଯାଚିକାକୁ ଖାରଜ କଲେ କୋର୍ଟ। ୫ ହିନ୍ଦୁ ମହିଳାଙ୍କ ଯାଚିକା ଉପରେ ଶୁଣାଣି ଜରୁରୀ ଥିବା…