ଅବିଭକ୍ତ କୋରାପୁଟବାସୀଙ୍କ ମନ ଜିଣିଲେ ମୁଖ୍ୟମନ୍ତ୍ରୀ

ଜୟପୁର:  ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଜୟପୁର ବିଡ଼ି କଲେଜ ବିଶ୍ୱବିଦ୍ୟାଳୟ ଭାବେ ରୂପାନ୍ତରିତ ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ ଭେଟି…